The NIELIT O Level course is a nationally recognized computer certification that provides strong foundational skills in programming, IT tools, and digital applications. It enhances job opportunities, technical knowledge, and prepares learners for careers in the IT and government sectors.
NIELIT O Level କୋର୍ସ ହେଉଛି ଜାତୀୟ ମନ୍ୟତାପ୍ରାପ୍ତ କମ୍ପ୍ୟୁଟର୍ ସର୍ଟିଫିକେସନ୍, ଯାହା ପ୍ରୋଗ୍ରାମିଙ୍ଗ୍, IT ଟୁଲ୍ ସହିତ ଡିଜିଟାଲ୍ ଦକ୍ଷତାରେ ଦୃଢ଼ ଭିତି ତିଆରି କରେ। ଏହା ଚାକିରି ସୁଯୋଗ ବୃଦ୍ଧି କରି ଶାସକୀୟ ଓ IT କ୍ଷେତ୍ରରେ ଭଲ କାରିଆର୍ ପାଇଁ ସହାଯୋଗ କରେ।