The OKCL OSCIT course is a government-recognized program that helps you learn essential computer skills with practical, easy-to-understand training. It boosts your confidence in digital work and supports your growth in education, jobs, and everyday online activities.
OKCL OSCIT କୋର୍ସ ହେଉଛି କମ୍ପ୍ୟୁଟର୍ ମୂଳଭୂତ ଦକ୍ଷତା ଶିଖିବା ପାଇଁ ଏକ ସରକାରୀ ମନ୍ୟତାପ୍ରାପ୍ତ ପ୍ରୋଗ୍ରାମ। ଏହା ଚାକିରି, ଶିକ୍ଷା ଓ ଦୈନନ୍ଦିନ ଡିଜିଟାଲ୍ କାମକାଜରେ ଆପଣଙ୍କୁ ଦକ୍ଷ ଏବଂ ଆତ୍ମବିଶ୍ୱାସୀ କରେ।